Ads

ବୌଦ୍ଧ: ଆଜି ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ସମସ୍ତ ବିୟୁଜେ ସଦସ୍ୟ ମାନଙ୍କୁ ନେଇ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି l ସଭାପତି ଭାବରେ ନରେନ୍ଦ୍ର କୁମାର ସାହୁ, ସମ୍ପାଦକ ଭାବରେ ଦୁର୍ୟୋଧନ ବିଶି, କୋଷାଧକ୍ଷ ଭାବରେ ସଂଜୀବ ମହାକୁଡ଼ ଙ୍କୁ ସର୍ବସମ୍ମତି କ୍ରମେ ନିର୍ବାଚିତ କରାଯାଇଛି। ଉପସ୍ଥିତ ରାଜ୍ୟ ଉପସଭାପତି ସମରେଶ ମିଶ୍ରଙ୍କ ଉପସ୍ଥିତରେ ଉକ୍ତ ସଭା ଆୟୋଜନ କରାଯାଇଥିଲା। ଉପସ୍ଥିତ ସାମ୍ବାଦିକ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶମ୍ଭୁ ପ୍ରସାଦ ମିଶ୍ର,ପ୍ରୋଦୋଷ କୁମାର ମିଶ୍ର, ସତ୍ୟଜିତ ପଣ୍ଡା, ସଂଜୀବ କୁମାର ମହାକୁଡ଼, ଆଶୁତୋଷ ଦାସ, ରଘୁନାଥ ଷଡ଼ଙ୍ଗୀ, ବଦ୍ୟନାଥ ସାମଲ, ବୃନ୍ଦାବନ ପାତ୍ର, ଯୋଗଦେଇ ଆସନ୍ତା ମାର୍ଚ୍ଚ ମାସରେ ହେବାକୁ ଥିବା ବାର୍ଷିକ ଉତ୍ସବ ପାଇଁ ସ୍ଥିରୀକୃତ କରାଗଲା।
Previous Post Next Post

ADS