Ads

ବୌଦ୍ଧ: କଣ୍ଟାମାଲ ନିର୍ବାଚନ ମଣ୍ଡଳୀ ତାଳସରଡା ଗ୍ରାମ ପଞ୍ଚାୟତ ସଂଗ୍ରାମପୁର(ସାହାଜପାଲ୍)ଠାରେ ବହିରା ମଣ୍ଡଳ ତରଫରୁ ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ତମ ଜନ୍ମଉତ୍ସୋବ "ସେବାପକ୍ଷ" ରେ  ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମଣ୍ଡଳ ସଭାପତି ଶ୍ରୀ ଯୁକ୍ତ ଯୀଶୁ ପଧାନଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ପ୍ରାକ୍ତନ ଅଧ୍ୟାପକ ଶ୍ରୀ ଯୁକ୍ତ ବାସୁଦେବ ପାତ୍ର, ବରିଷ୍ଠ ବିଜେପି ସଦସ୍ୟ ରବୀନ୍ଦ୍ର ଦେଓ,ବିଧାୟକ ପ୍ରତିନିଧି ଅସିତ୍ କୁମାର ଡାଙ୍ଗ,ସେବାପକ୍ଷ ସଂଯୋଜକ ଏକଲବ୍ୟ ମହାକୁଳ, ଶିବ କର୍ମୀ,ମଣ୍ଡଳ ପ୍ରତିନିଧି ନରେଶ ପଧାନ, ଯଯାତି ପଧାନ, ତେଲିବନ୍ଧ ସରପଞ୍ଚ ରତ୍ନାକର ନାୟକ,ଯୁବନେତା ପ୍ରିତିଶ ପାତ୍ର, ବଂଶୀଧର ମହାକୁଳ, ସୁନିଲ ନାଗ,ସୁଧିର ପଣ୍ଡାଙ୍କ ସମେତ ବହୁ ସଂଖ୍ୟକ ଭାରତୀୟ ଜନତା ପାର୍ଟି ର କାର୍ଯ୍ୟକର୍ତ୍ତା  ୭୫ୟୁନିଟ ରକ୍ତଦାନ କରିଥିଲେ ।
Previous Post Next Post

ADS