Ads

ବୌଦ୍ଧ: ବଘାରପାଲି ସ୍ଥିତ ସ୍ଵୟମ୍ଭୁ ଶ୍ରୀ କ୍ଷେତ୍ର ଚନ୍ଦ୍ରଶେଖର ମହାଦେବ ମନ୍ଦିର ଠାରେ ଲଷ୍ମୀ ବାସୁଦେବ ବୈଦିକ ପଣ୍ଡିତ ସଂଗଠନ ଦ୍ୱାରା ୨୪ତାରିଖ ଠାରୁ ୩୦ ରିଖ ପର୍ଯ୍ୟନ୍ତ ସାତ ଦିନ ବ୍ୟIପି ହେବାକୁ ଥିବା ପଞ୍ଚ କୁଣ୍ଡିୟ ରୁଦ୍ର ମହାଯଜ୍ଞର ପ୍ରଥମ ଦିନ ଅଙ୍କୁରା ରୋପଣ, ଦ୍ୱିତୀୟ ଦିବସରେ ଯଜ୍ଞ ମଣ୍ଡପ ନିର୍ମାଣ ଏବଂ ସାଜସଜ୍ୱା ତୃତୀୟ ଦିବସରେ କଳସ ଯାତ୍ରା, ଚତୁର୍ଥ ଓ ପଞ୍ଚମ ଦିବସରେ ଯଜ୍ଞ ଆହୁତି ସହିତ ସୁନ୍ଦରାକାଣ୍ଡ ପରାୟଣ ଅନୁଷ୍ଠିତ ହୋଇଯାଇଛି  l ବ୍ୟସ ଚିତ୍ତରଞ୍ଜନ ଦାଶ, ଗତକାଲି 26 ରିଖ ବ୍ୟାସ ଭାବରେ ଶୁଶ୍ରୀ ମନୀଷା ମିଶ୍ର ଯୋଗଦେଇ ସୁନ୍ଦରାକାଣ୍ଡ ପଠନ କରିଥିଲେ l ଏଥିରେ ପଣ୍ଡିତ ସଂଗଠନ ର ସଭାପତି ପଣ୍ଡିତ ସଂଜୀବ କୁମାର ପଣ୍ଡା, ଉପସଭାପତି ରଂଜିତ ହୋତା, ସମ୍ପାଦକ ଭାବେ ହରିବନ୍ଧୁ ଶତପଥି, ସାହସମ୍ପାଦକ ଶଶାଙ୍କ ଶେଖର ମିଶ୍ର, କୋଷାଧକ୍ଷ ମାନସ ରଂଜନ ମିଶ୍ର, ବିଭୀଷଣ ଚାନ୍ଦ, ପଦ୍ମନ ମିଶ୍ର, ଆଦିତ୍ୟ ପୂଜାରୀ, ଶିବ ପାଣିଗ୍ରାହୀ, ସଞ୍ଜୟ ପୁରୋହିତ, ରାମଚନ୍ଦ୍ର ପାଣିଗ୍ରାହୀ, ତ୍ରିଜୀବ ପାଣିଗ୍ରାହୀ, ବ୍ରହ୍ମନନ୍ଦ ଶତପଥୀ ପ୍ରଶାନ୍ତ କୁମାର ଚାନ୍ଦ, ଅନିଲ ହୋତା, ଗୁପ୍ତେଶ୍ୱର ମହାପାତ୍ର, ମିନୁ ମିଶ୍ର, ଅଜିତ ପାଢ଼ୀ, ସୁଦାମ ପାଣିଗ୍ରାହୀ, ମଧୁସୂଦନ ମିଶ୍ର, ଶିକାନ୍ତ ମହାପାତ୍ର, ସୁନୀଲ ପଣ୍ଡା, ଓ କର୍ତ୍ତା ଭାବରେ ଗରିବ ମିଶ୍ର, ବିମଲ ପଟନାୟକ ସହ, ମନ୍ଦିର ପରିଚାଳନା କମିଟି, ବ୍ରାହ୍ମଣ ସମାଜ, ବିଶ୍ୱ ହିନ୍ଦୁ ପରିଷଦ, ଅର୍ଣ୍ଣପୂର୍ଣ୍ଣା ସୁପକାର ସଂଘ ଓ ଅନ୍ୟମାନେ ସହଯୋଗ କରିଥିଲେ I ଶହ ଶହ ଭକ୍ତ ଯୋଗ ଦେଇଥିଲେ ।
Previous Post Next Post

ADS