ବଲାଙ୍ଗୀର(ଦୁର୍ଯ୍ୟୋଧନ ବର୍ଗେ): ପାଟଣାଗଡ ଆଦିବାସୀ ଭବନରେ ଆଜି ଆଦିବସୀ କଲ୍ୟାଣ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତହୋଇଥିଲା । ଏଥିରେ ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀୟୁକ୍ତ ନିରଞ୍ଜନ ବିଶି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ।ଆସନ୍ତା ୧୭ ତାରିଖ ହେବାକୁ ଯାଉଥିବା ଆଟ ଅଫ୍ ଗିଭିଙ୍ଗ୍ ଡେ ପାଲିବା କୁ କହିଥିଲେ ।ଗରିବ ଛାତ୍ର ଛାତ୍ରୀ ମାନଙ୍କୁ ସମସ୍ତ ପ୍ରକାର ର ସାହାଯ୍ୟକରିବା ଗରିବ ଶ୍ରେଣୀ ର ଲୋକଙ୍କୁ ସାହାର୍ୟ୍ଯ କରିବା ଓ ସରକାରଙ୍କ ବଭିନ୍ନ ଯୋଜନା ବିଷୟରେ ଆଲୋଚନା କରିଥିଲେ ।ଏବଂ ଆଦିବସୀ ମାନଙ୍କ ହକ ଅଧିକାର ବିଷୟରେ ଅବଗତ କରିଥିଲେ ।ଏହି ବୈଠକରେ ବ୍ଲକ ସଭାପତି ଅଷ୍ମରନ୍ନ ବରିହା ଚନ୍ଦ୍ର ଶବର,ଲକ୍ଷ୍ମୀ ଶବର,ବ୍ଲକ ସମ୍ପାଦକ ସାରଥି ବାଗ ,ଭୁବନ କୁଅର,ଜଳ ଧରୁଆ,ଘନ ଭୁଏ, ହୃଷିକେଶ ବସନ୍ତ ମାଝୀ ଟିକେଶର ଧରୁଆ ,ଚନ୍ଦ୍ରଶେଖର ବରିହା, ଧ୍ରମ୍ ସଂ ଧରୁଆ,ଧୁବଲେଶ୍ୱର ଭୋଇ,ଲେକୃ ଧରୁଆ ଡ଼ମୁର ଧରୁଆ ଘନ ଭୁଏ ଆନନ୍ଦ ତୁମୁନିଆ ଜଗଜୀବନ ଭୁଏ ପ୍ରମୁଖ ଉପସ୍ଥିତ ଥିଲେ ।
ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ପାଟଣାଗଡ ଶାଖା ପକ୍ଷରୁ ଆଟ ଅଫ୍ ଗିଭିଙ୍ଗ ପାଇଁ ପ୍ରସ୍ତୁତି ବୈଠକ
newodishatv.co.in
Tags
Odisha Latest News