Ads

ବ୍ରହ୍ମପୁର: ଦିଗପହଣ୍ଡି ନିକଟ ମୌଳାଭଣଜା ଛକରେ ଦୁଇ ବସ ମୁହାମୁହିଁ ଧକ୍କା। ୧୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି। କନ୍ୟାଯାତ୍ରୀ ବ୍ରହ୍ମପୁରରେ ଝିଅ ବାହାଘର କରି ଫେରୁଥିବା ବେଳେ ଘଟିଛି ଦୁର୍ଘଟଣା। ଆହତଙ୍କ ମଧ୍ୟରେ ୫ଜଣଙ୍କ ଅବସ୍ଥା ଗୁରୁତର ଥିବା ଡାକ୍ତର ପ୍ରକାଶ କରିଛନ୍ତି। ବ୍ରହ୍ମପୁର ବଡଡ଼ାକ୍ତରଖାନାରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ବ୍ରହ୍ମପୁର ଏସପି ଡା.ସରବଣା ବିବେକ ଏମ ଓ ବ୍ରହ୍ମପୁର ଉପଜିଲ୍ଲାପାଳ ଆଶୁତୋଷ କୁଲକଣ୍ଣି ପହଞ୍ଚି ତଦାରଖ କରୁଛନ୍ତି।
Previous Post Next Post

ADS