Ads

ନୟାଗଡ଼: ବୋଲବମ୍ ଅଟୋକୁ ପିଟିଲା ପିକ୍‌ଅପ୍ ଭ୍ୟାନ୍ । ନୟାଗଡ଼ ଜିଲ୍ଲା ଦରପଦା ନିକଟରେ ଆଜି ସକାଳୁ ମର୍ମନ୍ତୁଦ ଦୁର୍ଘଟଣା ଘଟି ଜଣେ ମହିଳା ଶ୍ରଦ୍ଧାଳୁଙ୍କ ମୃତ ହୋଇଥିବା ବେଳେ, ୬ ଜଣ ଗୁରୁତର ହୋଇଥିବା ଜଣାପଡିଛି । ସମସ୍ତ ଗୁରୁତର ଶ୍ରଦ୍ଧାଳୁ ଭୁବନେଶ୍ବରକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ରହିଛି । ସୂଚନା ଅନୁଯାୟୀ କଣ୍ଟିଲୋରୁ ଲଡ଼ୁବାବା ଯିବା ବାଟରେ ଏହି ଦୁର୍ଘଟଣା ଘଟିଛି।
Previous Post Next Post

ADS