Ads

ବୌଦ୍ଧ: ବୌଦ୍ଧ ଜିଲ୍ଲାର ସ୍ବତନ୍ତ୍ର ଉପ କାରାଗାରରୁ କଏଦୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଜେଲ୍‌ ଭିତର ଶୌଚାଳୟରୁ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ମୃତ କଏଦୀ ଜଣଙ୍କ ବାଉଁଶୁଣୀ ଥାନା ଜମଘାଟି ଗାଁର ରବୀନ୍ଦ୍ର ମେହେର ବୋଲି ଜଣାପଡିଛି । ସିଏ ଆତ୍ମହତ୍ୟା କରିଛନ୍ତି ନା ଆଉ କଣ ଘଟଣା ଘଟିଛି ସ୍ପଷ୍ଟ ହୋଇପାରି ନାହିଁ ।
Previous Post Next Post

ADS