Ads

ଭୁବନେଶ୍ବର: ବାଲେଶ୍ବର ବାହାନଗା ଦୁର୍ଘଟଣା ପରେ କରମଣ୍ଡଳ ଟ୍ରେନର ସୁରକ୍ଷିତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ୧୯୦ଜଣ କରମଣ୍ଡଳ ଯାତ୍ରୀଙ୍କୁ ସ୍ବତନ୍ତ୍ର ଟ୍ରେନ୍ ଯୋଗେ ଚେନ୍ନାଇ ପାଠଯାଇଛି । ସକାଳ ୮ ଟା ୪୨ମନିଟ୍‌ରେ ସ୍ବତନ୍ତ୍ର ଟ୍ରେନ୍ ଭୁବନେଶ୍ବରରୁ ଚେନ୍ନାଇ ଯାଇଛି । ଏହା ବ୍ୟତୀତ ଯେଉଁ ଯାତ୍ରୀ ଘଟଣାସ୍ଥଳରୁ ଆସି ଭୁବନେଶ୍ବର ପହଞ୍ଚୁଛନ୍ତି ତାଙ୍କର ଯିବା ପାଇଁ ମଧ୍ୟ ରେଳ ବିଭାଗ ପକ୍ଷରୁ ବିକଳ୍ପ ବ୍ୟବସ୍ଥା କରାଯାଉଛି । ଯାତ୍ରୀଙ୍କ ଇଚ୍ଛା ଆଉ ସୁବିଧା ଅନୁଯାୟୀ ତାଙ୍କୁ ବିଭିନ୍ନ ଟ୍ରେନରେ ଛଡା ଯାଉଥିବା ଷ୍ଟେସନ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।
Previous Post Next Post

ADS