Ads

ବୌଦ୍ଧ: ବିଜୁ ଜନତା ଦଳର ଆଜି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ଦଳ ୭୧ ବିଧାନସଭା ଓ ୯ଲୋକସଭା ପାଇଁ ପ୍ରାର୍ଥିଙ୍କ ନା ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳି ପାଇଁ ପ୍ରଦୀପ କୁମାର ଅମାତଙ୍କୁ ପୁନର୍ବାର ଦଳ ପ୍ରାର୍ଥୀ କରିଛି l ସେହିପରି ଜିଲ୍ଲାର କଣ୍ଟାମାଳ ବିଧାନସଭା କ୍ଷେତ୍ର ପାଇଁ ବିଧାୟକ ମହୀଧର ରଣାଙ୍କୁ ପୁଣି ଏଥର ମଧ୍ୟ ପ୍ରାର୍ଥୀ ଭାବରେ ଘୋଷଣା କରିଛି ଦଳ । ଉଭୟ ନେତାଙ୍କୁ ଟିକେଟ୍ ମିଳିବା ଖବର ସାମ୍ନାକୁ ଆସିବା ପରେ ସମର୍ଥମ ମହଲରେ ଉତ୍ସାହ ମାହୋଲ୍ ଚାଲିଥିବା ଦେଖିବାକୁ ମିଳୁଛି ।
Previous Post Next Post

ADS