Ads

 

Click and earn mony-

Cloth Waste @ best price - https://m.indiamart.com/proddetail/2850537442173.html?utm_source=ntvodianewodishatv&utm_medium=affiliate&utm_campaign=1224&utm_content=46

ହିନ୍ଦୁ ଧର୍ମରେ ଶଙ୍ଖର ବିଶେଷ ମହତ୍ୱ ରହିଛି। ଶଙ୍ଖ ଫୁଙ୍କିବାଏକ କଳା। ଶଙ୍ଖ ସହ ଭଗବାନ ଶ୍ରୀକୃଷ୍ଣଙ୍କ ସମ୍ପର୍କ ରହିଛି। ନକାରାତ୍ମକ ଶକ୍ତି ଦୂର କରିଥାଏ। ପ୍ରତିଟି କାମ ଆରମ୍ଭରେ ଶଙ୍ଖର ବ୍ୟବହାରକୁ ଶୁଭ ମନାଯାଇଥାଏ। ଏହା ସହ ଶଙ୍ଖ ଫୁଙ୍କିବା ଏକ ବ୍ୟାୟାମ ଓ ଏହା ଶରୀରକୁ ସୁସ୍ଥ ରଖେ। ଆସନ୍ତୁ ଜାଣିବା ପ୍ରତିଦିନ ଶଙ୍ଖ ଫୁଙ୍କିଲେ ଶରୀରକୁ କେଉଁ ପ୍ରକାର ଫାଇଦା ମିଳିଥାଏ।

1. ଶଙ୍ଖ ବଜାଇବା ଦ୍ୱାରା ମୁତ୍ରପଥ ,ମୁତ୍ରାଶୟ ,ତଳି ପେଟ, ଛାତି ଏବଂ ତଣ୍ଟିର ମାସଂପେଶୀ ସୁସ୍ଥ ରହିଥାଏ ।ଏହା ମଳଦ୍ୱାରର ମାସଂପେଶୀ ମଜଭୁତ ରହିଥାଏ ।

2. ଠିକ୍‌ଭାବେ କଥା କହିପାରୁ ନଥିଲେ ପାଟି ଲାଗୁଥିଲେ ଶଙ୍ଖ ଫୁଙ୍କିବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ ।

3. ରାତିରେ ଶଙ୍ଖରେ ପାଣି ଭର୍ତ୍ତି କରି ସକାଳୁ ସେହି ପାଣିକୁ ମୁଁହରେ ମାଲିସ କଲେ ତ୍ୱଚା ସମ୍ବଦ୍ଧୀୟ ସମସ୍ୟାଦୂର ହୋଇଥାଏ ।

4. ଶଙ୍ଖ ଫୁଙ୍କିବା ଦ୍ୱାରା ମାନସିକ ଦୁଶ୍ଚିନ୍ତା ଦୂର ହୋଇଥାଏ । ଶଙ୍ଖ ବଜାଇବା ସମୟରେ ମୁଣ୍ଡରୁ ଖରାପ ଚିନ୍ତା ଚାଲିଯାଇଥାଏ। ଏହା ଅନେକ ରୋଗକୁ ମଧ୍ୟ ଦୂର କରିଥାଏ।

5. ନିୟମିତ ଶଙ୍ଖ ବଜାଉଥିବା ଲୋକଙ୍କୁ ହାର୍ଟଆର୍ଟାକ୍‌ର ଆଶଙ୍କା ରହେନାହିଁ। ଶଙ୍ଖ ବଜାଇବା ଦ୍ୱାରା ଯକୃତ ସୁସ୍ଥ ରହିଥାଏ ।

6. କଥା ସ୍ପଷ୍ଟ କହିପନାରୁନଥବା ଶିଶୁ ଶଙ୍ଖ ବଜାଇଲେ ଉଚ୍ଚାରଣ ସ୍ପଷ୍ଟ ହୋଇଥାଏ।

Previous Post Next Post

ADS