ଏହି ମାସର କିଛି ଦିନ ପର୍ଯ୍ୟନ୍ତ RTO, OMVD ଏବଂ POLICE ମିଳିତ ଭାବରେ ଓଡ଼ିଶାର ସବୁ ଜିଲ୍ଲାରେ ଗାଡ଼ି ଯାଞ୍ଚ କରାଯାଉଛି ଆପଣମାନଙ୍କୁ ଅନୁରୋଧ ଗାଡ଼ିର ଉପଯୁକ୍ତ ପ୍ରମାଣ ପତ୍ର ଏବଂ Helment ସଦା ସର୍ବଦା ବ୍ୟବହାର କରନ୍ତୁ ଏବଂ 18 ବର୍ଷରୁ କମ୍ ପିଲାଙ୍କୁ ଗାଡି ଦିଅନ୍ତୁ ନାହିଁ ଧରା ପଡିଲେ 25000 ଫାଇନ ଏବଂ ଗାଡ଼ି ଯାହା ନାମରେ ଅଛି ଲାଇସେନ୍ସ ରଦ୍ଧ କରିଦିଆ ଯାଉଛି Helment ସଦା ସର୍ବଦା ବ୍ୟବହାର କରନ୍ତୁ ସୁରକ୍ଷିତ ଭାବେ ଗାଡି ଚଲାନ୍ତୁ ।
ଏକ ବିଶେଷ ସୂଚନା