Ads

ବୌଦ୍ଧ: ବୌଦ୍ଧ ଜିଲ୍ଲାର କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ରକ୍ସl ଗ୍ରାମପଞ୍ଚାୟତର ଦହ୍ୟା ହାଟପଦା ଠାରେ ବିଜେପି ପକ୍ଷରୁ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି l ଅଜାତ ଶତ୍ରୁ, ସୁବକ୍ତା, କବି ତଥା ସ୍ୱାଧୀନତା ପର ଭାରତୀୟ ରାଜନୀତି ର ଗୋଟେ ଉଜ୍ବଳ ତାରକା ଭାରତ ରତ୍ନ ପୂର୍ବ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କୁ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କହ୍ନାଇ ଚରଣ ଡାଙ୍ଗ ବୋଲି ମତ ରଖିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସାଧାରଣ ସଂପାଦକ ସୁଶାନ୍ତ ବାଘ, ମୁଣ୍ଡାପଡା ମଣ୍ଡଳ ସଭାପତି  ଯୀଶୁ ପଧାନ, ମନମୁଣ୍ଡା ମଣ୍ଡଳ ସଭାପତି ନିରଞ୍ଜନ କର୍ଣ୍ଣ, କଣ୍ଟlମାଳ  ନିର୍ବାଚନ ମଣ୍ଡଳୀ ବିସ୍ତାରକ  ଆଶୁତୋଷ ମେହେର, ତ୍ରିବିକ୍ରମ ମହାକୁଳ, ତୋଷିତ କୁମାର ଡାଙ୍ଗ, ହୃଷିକେଶ ମେହେର, ସରୋଜ ମେହେର ପ୍ରମୁଖ ଉପସ୍ଥିତ ରହି ଜନ୍ମ ଜୟନ୍ତୀ ଉପଲକ୍ଷେ  ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l
Previous Post Next Post

ADS