Ads

ବୌଦ୍ଧ: ଅସହାୟଙ୍କୁ ସହାୟତାର ହାତ ବଢ଼େଇଲେ ଯୁବ ସମାଜସେବୀ I ଶୀତ ଋତୁରେ ପ୍ରବଳ ଥଣ୍ଡାକୁ ଦୃଷ୍ଟିରେ ରଖି ଜୟ ଭୋଳାନାଥ ଫିଲିଙ୍ଗ ଷ୍ଟେସନ ବାଉଁଶୁଣୀ ଓ  ମା ମାହେଶ୍ୱରୀ ଫିଲିଙ୍ଗ ଷ୍ଟେସନ ପଲସାଗୁଡା ଆନୁକୂଲ୍ୟରେ ତଥା କଣ୍ଟାମାଲ ବ୍ଲକ ଦମାମୁଣ୍ଡା ଗ୍ରାମର ଯୁବ ସମାଜସେବୀ ସିଦ୍ଧାର୍ଥ ପ୍ରଧାନଙ୍କ ତତ୍ୱାବଧାନ ଓ ମା ମହାଶ୍ବରୀ ସେନାଙ୍କ ସହଯୋଗରେ ବାଉଁସୁଣୀ ଅଞ୍ଚଳର କିଛି ଗରିବ ଅସହାୟ ଲୋକମାନଙ୍କୁ କମଳ ବଣ୍ଟନ କରିଥିବା ଜଣାପଡ଼ିଛି I ଯୁବ ସମାଜସେବୀ ସିଦ୍ଧାର୍ଥ ପ୍ରଧାନ ଓ ମା ମାହେଶ୍ୱରୀ ସେନା ଏଭଳି ମହତ୍ କାର୍ଯ୍ୟ କୁ ସବୁମହଳରେ ପ୍ରଶଂସା କରାଯାଉଛି I
Previous Post Next Post

ADS