Ads

ପୁରୀ: ଭୁବନେଶ୍ବରରେ ସର୍ବଭାରତୀୟ ପୋଲିସ୍ ମହାନିର୍ଦେଶକ ସମ୍ମିଳନୀରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଆସିଛନ୍ତି I ଏହି ସମ୍ମିଳନୀ ରେ ଯୋଗ ଦେଇ ଦେଶର ବିଭିନ୍ନ ସୁରକ୍ଷା ପ୍ରସଙ୍ଗ ଉପରେ ଆଲୋଚନା ହେବ ତେବେ ଓଡ଼ିଶା କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଗମନ କୁ ନେଇ ବାଲୁକା ଚିତ୍ରକଳା ରେ ଶୁଭେଛା ଜଣାଇଛନ୍ତି ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୁରୀ ନିଳାଦ୍ରୀ ବିଚ୍ ରେ ସୁଦର୍ଶନ ଏକ ସୁନ୍ଦର୍ ବାଲୁକା ଚିତ୍ରକଳା ତିଆରି କରିଛନ୍ତି । ଯେଉଁ ଥିରେକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହ ମନ୍ତ୍ର ଅମିତ୍ ଶାହା ଙ୍କ ପ୍ରତିକୃତି ଛବି କୁ ବାଲୁକା ଚିତ୍ର କଳା ଅତି ନିଖୁଣ ଭାବରେ ତିଆରି କରିଛନ୍ତି | ଓଡ଼ିଶାର ଗର୍ବ ଗୌରବ କୋଣାର୍କ ର ଚକ କୁ ମଧ୍ୟ ବାଲୁକା ଚିତ୍ରକଳା ରେ ସ୍ଥାନ ଦିଆଯାଇଛି । ସ୍ଵାଗତଂ ମୋଦୀ ଜି ଓ ଅମିତ୍ ଜି ଲେଖାଯାଇଛି I
Previous Post Next Post

ADS