Homeodisha ସହକାରୀ ଜିଲାପାଳ ନିଲମ୍ବିତ: ମହଙ୍ଗା ପଡିଲା ଅସଦାଚରଣ newodishatv.co.in December 18, 2024 Facebook Twitter ଭୁବନେଶ୍ବର: ଜଗତସିଂହପୁର ଜିଲାର ସହକାରୀ ଜିଲାପାଳଉମେଶଚନ୍ଦ୍ର ଲେଙ୍କା ନିଲମ୍ବିତ ହୋଇଛନ୍ତି । ଜଣେ କାର୍ଯ୍ୟରତ ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ନିଲମ୍ବନ କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୁଜାରୀ । ଏହା ସହ ମହିଳା ମାର୍ଶଲିଂ ଅଧିକାରୀଙ୍କ ଜରିଆରେ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । Tags odisha Facebook Twitter