Ads

କଣ୍ଟାମାଳ:କଣ୍ଟାମାଳ ବ୍ଲକ ଅନ୍ତର୍ଗତ ମନମୁଣ୍ଡା ଥାନା ଜାଲପାଲି ଦମାମୁଣ୍ଡା ହାଇସ୍କୁଲ ମଝି ଜାଲପାଲି ବୁଲାଣି ନିକଟରେ ବାଇକ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି I ମିଳିଥିବା ସୂଚନା ଅନୁସାରେ ଜାଲପାଲି ବୁଲାଣି ନିକଟରେ ରାସ୍ତା ପାର୍ଶ୍ବରେ ଥ‌ିବା ଏକ ଗଛରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା ଘଟିଥ‌ିଲା ଯାହା ଫଳରେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣପଡିଛି I ତାଙ୍କ ଘର କଣ୍ଟାମାଳ ଥାନା ଅନ୍ତର୍ଗତ ବଡକୁସଙ୍ଗ ଗ୍ରାମର ଅକ୍ଷୟ ପଣ୍ଡା I ଖବର ପାଇ ଘଟଣା ସ୍ଥଳରେ ମନମୁଣ୍ଡା ପୁଲିସ ପହଂଚି ଶବ ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଛି I
Previous Post Next Post

ADS