କଟକ: ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ବିଜେଡିର ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସ। ଏନେଇ ସୂଚନା ଦେଇଛନ୍ତି ସମ୍ପାଦକ ସଞ୍ଜୟ ବେହେରା। ବ୍ୟକ୍ତିଗତ କାରଣ ଦର୍ଶାଇ ବବି ଇସ୍ତଫା ଦେଇଥିବା ବେଳେ ଆସନ୍ତା ୪୫ ଦିନ ମଧ୍ୟରେ ନୂଆ ସଭାପତି ନିର୍ବାଚନ ହେବ ବୋଲି ସେ ସୂଚନା ଦେଇଛନ୍ତି।