Ads

ଯାଜପୁର: ଜିଲା ପାଣିକୋଇଲିରେ ଲୁଟ୍ ପାଇଁ ଗୁଳିକାଣ୍ଡ । ଗୁଳିମାଡ଼ରେ ସୁନା ଦୋକାନରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଥ‌ିବା ବେଳେ ଅନ୍ୟ ଜଣେ କର୍ମଚାରୀ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। https://www.profitablecpmrate.com/nndru1jc9?key=7cbb3a8b8229335ac5342cb6f89ff68d
ଗୁଳିଟି ଜଣଙ୍କ ପେଟରେ ବାଜି ଥ‌ିବା ବେଳେ ଅନ୍ୟ ଜଣଙ୍କର ଅଣାରେ ବାଜିଥିବା ଜଣାପଡିଛି। ପାଣିକୋଇଲି ବଜାରରେ ଏହି ଅଘଟଣ ଘଟିଥିବା ବେଳେ ବାଇକ୍‌ରେ ଆସି ଦୁର୍ବୃତ୍ତମାନେ ଏଭଳି କାଣ୍ଡ ଭିଆଇଛନ୍ତି। ସ୍ଥାନୀୟ ଲୋକେ ଜଣେ ଦୁର୍ବୃତ୍ତଙ୍କ କାବୁ କରିଥିବା ସୂଚନା ମିଳିଛି। ଏହି ଘଟଣା ପରେ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।
Previous Post Next Post

ADS