Ads

ଭୁବନେଶ୍ବର: ଭୁବନେଶ୍ବର ବିମାନ ବନ୍ଦରର ସୁରକ୍ଷା ବଳୟ ଡେଇଁ ଜଣେ ମହିଳା ବିପୁଳ ପରିମାଣର ଗଞ୍ଜେଇ ଚାଲାଣ ବେଳେ କଷ୍ଟମ ବିଭାଗ ଅଧିକାରୀଙ୍କ ହାତରେ ଧରାପଡ଼ିଛନ୍ତି । ମହିଳାଙ୍କ ନିକଟରୁ ଛୋଟ ଛୋଟ ପ୍ୟାକେଟରେ ଜବତ ହୋଇଛି ଗଞ୍ଜେଇ। 
ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୮ କୋଟିରୁ ଅଧୂକ ଟଙ୍କା ହେବ ବୋଲି ଜଣାଯାଇଛି। ପଚରାଉଚରା ପରେ ସଂପୃକ୍ତ ମହିଳାଙ୍କୁ ଗିରଫ କରାଯାଇଥିବା ବେଳେ ଏତେ ପରିମାଣର ଗଞ୍ଜେଇ କେଉଁଠୁ ଆସିଲା ଓ କେଉଁଠିକୁ ଯାଉଥିଲା ଓ ଏଥିରେ ଆଉ କିଏ କିଏ ସମ୍ପୂକୁ ତାହାର ତଦନ୍ତ ଆରମ୍ଭ କରିଛି ପୁଲିସ I
Previous Post Next Post

ADS