Ads

ସାହାଜପାଲ: ବୌଦ୍ଧ ସଦର ବ୍ଲକ ତାଳସାରଡା ଗ୍ରାମପଞ୍ଚାୟତ ଡମ୍ବରୁଗଡ଼ ସିଦ୍ଧ ତପୋସେବା  ବନ ମଠ ପ୍ରାଙ୍ଗଣରେ ବିଜେପି ବହିରା ମଣ୍ଡଳ ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଉପଲକ୍ଷେ ସେବା ପକ୍ଷ ପାଳନ ପାଇଁ  ପ୍ରସ୍ତୁତି ଵୈଠକ ଅନୁଷ୍ଠିତ ହୋଇଥିଲା l ଏଥିରେ ମଣ୍ଡଳ ସଭାପତି ଯୀଶୁ ପ୍ରଧାନ ସଭାପତିତ୍ବରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା l ବିଭିନ୍ନ ସେବା ବିଷୟରେ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ସୁଶାନ୍ତ ବାଘ ଆଲୋଚନା କରିଥିଲେ l ଏଥିରେ ସେବା ପକ୍ଷ ମଣ୍ଡଳ ସଂଯୋଜକ ଏକଲବ୍ୟ ମହାକୁଡ଼, ଶିବ କର୍ମୀ,  ଯୁବ ନେତା ପ୍ରୀତିଶ ପାତ୍ର, ଜିଲ୍ଲା ପ୍ରତିନିଧି ନରେଶ ପଧାନ, ଗୋପାଳ ମେହେର, ସୁନୀଲ ନାଗ, ଯଯାତି ପଧାନ, କୃପା ସିନ୍ଧୁ ମେହେର, ରୋଶନ ମେହେର, ଉପେନ୍ଦ୍ର କର୍ମୀ, ସମେତ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ l
Previous Post Next Post

ADS