Ads

ଭୁବନେଶ୍ବର : ଦମ ଦେଖାଇଲା ଓଡିଶା ଡ୍ରାଇଭର ମହାସଂଘ । ସରକାର ଅନ୍ଦୋଳନକୁ ଭଣ୍ଡୁର କରିବା ଉଦ୍ୟମ ସତ୍ବେ ରାଜ୍ୟବ୍ୟାପି ଏହାର ପ୍ରଭାବ ଦେଖିବାକୁ ମିଳିଛି । ମହାସଂଘ ପକ୍ଷରୁ ୧୦ ଦଫା ଦାବି ନେଇ ଶାନ୍ତିପୂର୍ଣ୍ଣ ଆନ୍ଦୋଳନର ପ୍ରଭାବ ସାରା ରାଜ୍ୟରେ ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ଗାଡି ଚଳାଚଳ ଠପ୍ ହୋଇଯାଇଥିବା ବେଳେ ଜନଜୀବନ ବି ପ୍ରଭାବିତ ହୋଇଛି । ରାଜ୍ୟର ପ୍ରମୁଖ ସହର କଟକ , ଭୁବନେଶ୍ବର ସମେତ ଅନ୍ୟାନ୍ୟ ସ୍ଥାନ ମାନଙ୍କରେ ଆନ୍ଦୋଳନର ପ୍ରଭାବ ଦେଖିବାକୁ ମିଳିଛି ।
 ରାସ୍ତା ଘାଟରେ ଗାଡି ଚଳାଚଳ ଠପ୍ ହୋଇଯାଇଥିବା ବେଳେ ପ୍ରମୁଖ ରାଜପଥ ଗୁଡିକ ଖାଁ ଖାଁ ଦେଖିବାକୁ ମିଳିଛି । କେବଳ ଅତ୍ୟାବଶ୍ୟକ ସେବା ଯୋଗାଉଥିବା ଗାଡି ଗଡିକୁ ବନ୍ଦରୁ ବାଦ୍ ଦିଆଯାଇଛି । ଏହାକୁ ନେଇ ବୌଦ୍ଧ ଜିଲ୍ଲାରେ ଆନ୍ଦୋଳନ କରୁଥିବା ମହାସଂଘ କଣ କହୁଛି ଆସନ୍ତୁ ଶୁଣିବା ।
Previous Post Next Post

ADS