Ads

ଗୁଣୁପୁର: ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ଜଲତାର ପଂଚାୟତ ଲିମାଲିଗୁଡା ଗାଁ ରେ ବଜ୍ରାଘାତ ଘଟି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି | ମୃତକ ଜଣକ ହେଲେ ପୀତବାସ ପାଲ ବୟସ ପ୍ରାୟ 40 ବର୍ଷ ହେବ ବୋଲି ଜଣାପଡ଼ିଛି | ବିଜୁଳି ଘଡ଼ଘଡ଼ି ହେବା ସମୟ ରେ ଘର ବାରି ପଟକୁ ବାହାରି ଥିଲେ | ବାରି ପଟ ଆମ୍ବ ଗଛ ନିକଟରେ ବଜ୍ରପାତ ହୋଇଥିବା କୁହାଯାଉଛି | ଆମ୍ବୁଲାନ୍ସ ଯୋଗେ ଉପଖଣ୍ଡ ଚିକିତ୍ସାଳୟ କୁ ଆଣିଥିଲେ ହେଲେ ମୃତ୍ୟୁ ଘଟିଥିବା ଜଣାଯାଇଛି |
Previous Post Next Post

ADS