Ads

କୋରାପୁଟ: ଭିଜିଲାନ୍ସ ଜାଲରେ ମହିଳା ପୋଲିସ ASI । ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କୋରାପୁଟ ଜିଲ୍ଲା ଦଶମନ୍ତପୁର ଥାନାରେ ଜୟପୁର ଭିଜିଲାନ୍ସ ଟିମ୍ ହାତରେ ଧରା ପଡିଲେ ମହିଳା ପୋଲିସ ଅଧିକାରୀ ଦୀପିକା ହୀରା। ଏକ ମାମଲା ରଫା ଦଫା କରିବାକୁ ଲାଞ୍ଚ ନେଉଥିବା ସମୟରେ ମାଡି ବସିଲା ଭିଜିଲାନ୍ସ ଟିମ୍ । ଜୟପୁର ଭିଜିଲାନ୍ସ ଟିମ୍ ଦଶମନ୍ତପୁର ଥାନାରେ ଅଧିକ ତଦନ୍ତ କରୁଥିବା ଜଣାପଡିଛି।
Previous Post Next Post

ADS