Ads


ଅଧିକ ଦେଖିବା ପାଇଁ ଏହି ଲିଙ୍କ୍ କୁ କ୍ଲିକ୍ କରନ୍ତୁ
LED Light Diode @ ₹ 300 / Piece - https://m.indiamart.com/proddetail/21625254391.html?utm_source=ntvodianewodishatv&utm_medium=affiliate&utm_campaign=1224&utm_content=30

LED 5MM Blue ROUND @ ₹ 0.50 / Piece - https://m.indiamart.com/proddetail/2855077773788.html?utm_source=ntvodianewodishatv&utm_medium=affiliate&utm_campaign=1224&utm_content=31

8MM LED @ ₹ 0.80 / Piece - https://m.indiamart.com/proddetail/26042894091.html?utm_source=ntvodianewodishatv&utm_medium=affiliate&utm_campaign=1224&utm_content=32

Find similar products at the best price in Light Emitting Diode - https://m.indiamart.com/impcat/light-emitting-diode.html?utm_source=ntvodianewodishatv&utm_medium=affiliate&utm_campaign=1224&utm_content=29

କଟକ: ଘଟିଛି ଅଭାବନୀୟ ଘଟଣା I ସ୍ତ୍ରୀକୁ ବୀଭତ୍ସ ହତ୍ୟା ପରେ ନିଜ ବେକ କାଟିଲା ସ୍ବାମୀ । ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି କଟକ ଜିଲା ଲାଲ୍‌ବାଗ ଥାନା ସିଦ୍ଧେଶ୍ବରସାହିରେ। ଘର ଭିତରୁ ସ୍ତ୍ରୀର ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ସ୍ବାମୀ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସ୍ତ୍ରୀକୁ ହାଣି ମାରିବା ପରେ ସ୍ବାମୀ ନିଜ ବେକ କାଟିଥିବା କୁହାଯାଉଥ‌ିବା ବେଳେ ପାରିବାରିକ କଳହରୁ ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି।
Previous Post Next Post

ADS