Ads

ବୌଦ୍ଧ: ବୌଦ୍ଧ ଜିଲ୍ଲା କ୍ଷୁଦ୍ର ଜଳ ସେଚନ ବିଭାଗ ପକ୍ଷରୁ କଣ୍ଟାମାଳ ଠାରେ ପାଣି ପଞ୍ଚାୟତ ପକ୍ଷ ପାଳିତ ହୋଇଛି। ଅନୁଷ୍ଠିତ ବୈଠକରେ ମୁଖ୍ୟଅତିଥି କଣ୍ଟାମାଳ ବିଧାୟକ କହ୍ନାଇ ଚରଣ ଡାଙ୍ଗ ସମ୍ମାନିତ ଅତିଥି ଭାବରେ ଜୁନ ନମ୍ବର ଏକ ଜିଲ୍ଲା ପରିଷଦ ସଦସ୍ୟା ସୁମିତ୍ରା ସାହୁ, ଦୁଇ ନମ୍ବର ଜିଲ୍ଲା ପରିଷଦ ସଦସ୍ୟା ପଦ୍ମାଲୟା ପ୍ରଧାନ, ବୌଦ୍ଧ ଜିଲ୍ଲା ଏମ୍ଆଇ ମନରଞ୍ଜନ ଡିଭିଜେନାଲ ଅଫିସର ବୌଦ, ଆସିଷ୍ଟାଣ୍ଟ ହଟିକଲଚର ଗୋବିନ୍ଦଚନ୍ଦ୍ର ସେଠୀ,ଏଇ ବିଶ୍ଵ ଭୁସଣ ମାଝୀ,ମଞ୍ଚ ପରିଚାଳନା କରିଥିଲେ,ଏଇ କଣ୍ଟାମାଲ
ଧାରଣୀ କିଷାନ,ଏଇ ବୌଦ ସନ୍ତୋଷ କୁମାର ମହାପାତ୍ର, ଜେଇ ପ୍ରଦିପ କୁମାର ମେହେର, ଏଇ ପୁରୁଣାକଟକ ରମେଶ ଚନ୍ଦ୍ର ରାଉତ,ଏଇ ପୁରୁଣାକଟକ ରାକେଶ କୁମାର ସେଠୀ, ଡିପିଏମ୍ ବିଶ୍ବଭୁସଣମିଶ୍ର, ଓ ପାଣିପଞ୍ଚାୟତର ସମସ୍ତ ସଭାପତି, ସେକ୍ରେଟାରୀ ମେମ୍ବର ବିଭିନ୍ନ ପାଣି ପଞ୍ଚାୟତରୁ ଆସି ଉପସ୍ଥିତ ଥିଲେ
Previous Post Next Post

ADS