Ads

ଫୁଲବାଣୀ: ବରିଷ୍ଠ କଂଗ୍ରେସ ନେତା, ଫୁଲବାଣୀ ସଂସଦୀୟ କ୍ଷେତରୁ ସାଂସଦ ଭାବେ ତିନି ତିନିଥର ପ୍ରତିନିଧିତ୍ୱ କରିଥିବା ଏବଂ ଜାତୀୟ ଏସସି କମିଶନ ପରି ସମ୍ମାନ ଜନକ ପଦବୀ ଅଧିକୃତ କରିଥିବା ଦିବଂଗତ ମୃତ୍ୟୁଞ୍ଜୟ ନାୟକଙ୍କ ଦେହାନ୍ତରେ ବିଶିଷ୍ଟ ବ୍ୟକ୍ତି ବିଶେଷ ଦୁଃଖ ପ୍ରକାଶ କରିଥିବା ବେଳେ ବିଧାୟକ, ଫୁଲବାଣୀ ଉମା ଚରଣ ମଲ୍ଲିକ ମଧ୍ୟ ଶୋକ ବ୍ୟକ୍ତ କରିଛନ୍ତି I ସେ ଜଣେ ଭାଲ ବ୍ୟକ୍ତିତ୍ୱ ଥିଲେ। ଏଵଂ ଜଣେ ନିପୁଣ ସଂଗଠକ ଥିଲେ। ତାଙ୍କ ବିୟୋଗରେ କନ୍ଧମାଳ ଜିଲ୍ଲାର ଅପୂରଣୀୟ କ୍ଷତି ହେଲା ବୋଲି ସେ କହିଛନ୍ତି I ତାଙ୍କ ଆତ୍ମାକୁ ସଦଗତି ପ୍ରଦାନ କରିବା ସହିତ ଦୁଃଖ ସନ୍ତପ୍ତ ପରିବାରକୁ ଏହି ସମୟରେ ସାହସ ଓ ଶକ୍ତି ପ୍ରଦାନ କରନ୍ତୁ। ବୋଲି କହିଛନ୍ତି I
Previous Post Next Post

ADS